Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ipsita nirmalendu

Inspirational Others

3  

Ipsita nirmalendu

Inspirational Others

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
359


ଯୋଦ୍ଧା ତୁମେ ସାଜିଛ 

ଦେଶ ପାଇଁ..

ଦେଶବାସୀ ଙ୍କ ପାଇଁ.. 

ମାନବ ସମାଜ ପାଇଁ ତୁମେ ଲଢୁଛ.. |


ଇଶ୍ୱର ଙ୍କ ଆଶ୍ରିବାଦ 

ତୁମେ ସାଜିଛ ଆଜି ଯୋଦ୍ଧା.. 

ତାଙ୍କ ଆଦେଶ ରେ 

ଚାଲୁଛ ତୁମେ ଆଜି.. |

ଇଶ୍ୱରଙ୍କ ପାଇଁ... 

ହୃଦୟରେ ରଖି ଭକ୍ତି 

କର୍ମ ପଥ ରେ ତୁମେ ଆଜି.. 

ଚେଷ୍ଟା, ଏକାଗ୍ରତା ରଖି 

ଆଗେଇ ଚାଲିଛ.. |


ମନେ ଅଛି ମୋର 

ତୁମର ସେହି କଥା  

ଆମେ ହେଉଛୁ ଯୋଦ୍ଧା.. 

ଡ଼କ୍ଟର ହଉ ବା ପୋଲିସ

ଆମେ ଯୋଦ୍ଧା..  

ଦେଶ ପାଇଁ, 

ଦେଶବାସୀଙ୍କ ପାଇଁ, 

 ବଂଚେଇବା ପାଇଁ ଲଢ଼ିବୁ... |


ତୁମେ ତୁମ କର୍ତ୍ତବ୍ୟ କରୁଛ 

ତୁମେ ବନ୍ଧା ଆଜି କର୍ତ୍ତବ୍ୟ ଡୋରି ରେ 

କରୁଛ ନିସ୍ଵାର୍ଥପର ରୋଗୀ ସେବା 

ଆଉ ମାନି ନେଇଛ..

ତାହା ହିଁ ଈଶ୍ୱର ଙ୍କ ଆଦେଶ... |


ତୁମେ ଆଜି ଯୁଦ୍ଧ କରୁଛ.. 

ଗୋଟେ ଅଜଣା ରୋଗ ସାଙ୍ଗରେ 

କୋଟି କୋଟି ଜନଜାତି ଙ୍କୁ ବଂଚାଇବା ପାଇଁ, 

ଆଉ ପ୍ରୟାସ କରୁଛ.. 

ନିରୀହ ଜନଜାତି ଙ୍କ ମୁହଁ ରେ 

ଚେନାଏ ଆଶା ଆଉ ହସ ଦେବା ପାଇଁ..|


Rate this content
Log in

Similar oriya poem from Inspirational