Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ipsita nirmalendu

Action Fantasy Thriller

3  

Ipsita nirmalendu

Action Fantasy Thriller

ଅଜଣା ବାଟରେ..

ଅଜଣା ବାଟରେ..

1 min
303


ସମୟର ବ୍ୟବଧାନ...;

ବୟସର ମଧ୍ୟାହ୍ନ ରେ ;

ନିଜର ଅନ୍ୱେଷଣ...;

ଜୀବନ ରାସ୍ତାର ଦୋ ଛକି ରେ |


ଜୀବନ ର କିଛି 'ପୃଷ୍ଠା'କୁ.., 

ବର୍ତମାନ କୁ ନିଜର କରି,  

ସ୍ବପ୍ନ ଆଉ ବାସ୍ତବ ମଧ୍ୟେ 

ବାସ୍ତବ କୁ ନିଜର କରି 

କର୍ତ୍ତବ୍ୟ ପଥରେ ଆଗେଇ ଯାଏ...|


ଅଙ୍କାବଙ୍କା ରାସ୍ତାରେ.. 

ବାଟୋଇ ସାଜି..; 

ଉଦ୍ଧେଶ୍ୟ ବିହୀନ ଭାବେ 

ଗନ୍ତବ୍ୟ ପଥରେ ଆଗେଇ ଚାଲେ...!


ଅଜଣା ବାଟୋଇ ଙ୍କୁ  

 ସମ୍ପର୍କ ଡୋରୀ ରେ ବାନ୍ଧି 

ପଥଯାତ୍ରୀ ସାଜେ 

କିଛି ବାଟ ର ଜୀବନ ରାସ୍ତାରେ.. |


Rate this content
Log in

Similar oriya poem from Action