Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ମିଲୋନୀ ଖଣ୍ଡାୟତରାୟ

Tragedy Inspirational

4.5  

ମିଲୋନୀ ଖଣ୍ଡାୟତରାୟ

Tragedy Inspirational

କରୋନା

କରୋନା

1 min
370


ରୋଗ ର ନାମ କରୋନା

କେତେ ଲୋକଙ୍କୁ କଲାଣି ସେ ବାଟବଣା ||


ନଷ୍ଟ କଲାଣି ସେ କେତେ ଧନଜୀବନ

କର ନାହିଁ ତାକୁ ଜମା ହୀନିମାନ ||


ଖାଲି ଆଖିକୁ ଦିଶୁ ନ ଥିବା ସେ ଭୂତାଣୁ

କାମ ତାର ଯେମିତି ବୋମା ପରମାଣୁ ||


ମାସ୍କ ପିନ୍ଧୁଥାଅ ମୁହଁ ରେ ଭଲ କରି

ବଳଦ ମୁହଁର ସେ ତୁଣ୍ଡି ପରି ||


ବାରମ୍ବାର ହାତ, ମୁହଁ ଧୋଇବା

 ସାନିଟାଇଜ଼ର ବ୍ୟବହାର କରିବା ||


ମାନବ ଜୀବନ ରହିବ ଏତିକି କଲେ

ସେ କାଳ ର ଶିକାର ନିଶ୍ଚିତ ନହେଲେ ||


ଯଦି ରହିବାକୁ ଚାହଁ ଭଲରେ

ବିନା କାରଣ ରେ ବୁଲନାହିଁ ବାହାରେ ||


କେତେ ଯେ ଜୀବନ ନେଲାଣି

ତଥାପି ତା ଭୋକ ମେଣ୍ଟୁନି ||


ଜଗି ବସିଛି ସେ ଚାତକ ଭଳି

ଘରୁ ବାହାରିଲେ ମାଡି ବସିବ ବୋଲି ||


ଚାଇନା ରୁ ଆସିଛି ରାକ୍ଷସ ଭଳି

ସାରା ପୃଥିବୀକୁ କାବୁ କରିବ ବୋଲି ||


ଅର୍ଥନୀତି ଆମ ଦୋହଲି ଗଲା

ବଡବଡିଆ ଙ୍କ ଭାଳେଣି ପଡିଲା ||


ଆସିଛି ଲହର ଦ୍ୱିତୀୟ ଥର

ସଭିଏଁ ଏକାଠି ଲଢ଼ିଲେ

କରୋନା ହେବ ଛାରଖାର ||


Rate this content
Log in

More oriya poem from ମିଲୋନୀ ଖଣ୍ଡାୟତରାୟ

Similar oriya poem from Tragedy