STORYMIRROR

Chittaranjan Lenka

Abstract Inspirational

2  

Chittaranjan Lenka

Abstract Inspirational

କହରେ କାଳିଆ ସତ

କହରେ କାଳିଆ ସତ

1 min
2.4K


କାଠଗଢା ତୋର ମୁହଁରେ କି ଯାଦୁ

ବୋଳିଛୁ କାଳିଆ କହ

ତୋର ଆଖି ସହ ଆଖି ମିଶାଇଲେ

ଆଖିରୁ ଝରୁଛି ଲୁହ

କୃଷ୍ଣ ରୂପେ ସିନା ତୋ କୁହୁକବେଣୁ

ମୋହିଲା ସଭିଙ୍କ ଚିତ୍ତ

ମୂକ ହୋଇ ତୁହି କେମିତି ଟାଣୁଛୁ

କହରେ କାଳିଆ ସତ?

ଚିତ୍ତରଞ୍ଜନ ଲେଙ୍କା,

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract