STORYMIRROR

UPENDRA PRUSTY

Romance

4  

UPENDRA PRUSTY

Romance

କେଉଁ ରଙ୍ଗେ ରଙ୍ଗେଇବି

କେଉଁ ରଙ୍ଗେ ରଙ୍ଗେଇବି

1 min
377

କେଉଁ ରଙ୍ଗରେ ରଙ୍ଗେଇବି

ରାଧା ତୁମକୁ ଦେଖୁଛି

କେତେ ରଙ୍ଗରେ

ସବୁ ରଙ୍ଗ ସେଠି ଉଭେଇ ଯାଏ

ସବୁ ରଙ୍ଗ ସେଠି ଫିକା ପଡେରେ

ତୁମ ନିଜ ରଙ୍ଗ ହେବ ଯେ ଗାଢା

ଏଇ ପୂର୍ଣ୍ଣିମାରେ ହୋଲି ରଙ୍ଗରେ

ତୁମକୁ ଦେଖୁଛି ସବୁ ଦିନ ପରି

ମୋ ପାଇଁ ତୁମେ

ସେଇ ରାଧାରାଣୀରେ

ଏଇ ହୋଲିରେ ରଙ୍ଗାଇବି

କିନ୍ତୁ ଯେତେ ମନା ତୁମ ମାନିବିନିରେ।

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance