Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Bandopadhaya

Romance

2  

Sujata Bandopadhaya

Romance

କେବଳ ପ୍ରେମ

କେବଳ ପ୍ରେମ

1 min
208


ତୋର ପଲାଶ ଆଁଁଖିରେ ଅମ୍ଳାନ ସମର୍ପଣ

ଅନାବଶ୍ୟକ ପ୍ରାଚୁର୍ଯ୍ୟର ଉଦୀୟମାନ

ଏକଶକ୍ତିର ଅନ୍ଧାରରେ ଯଜ୍ଞର ସମିଧ l


ଅଚେନା ପନରେ ପ୍ରସାରିତ ଉନ୍ମତ୍ତ

ସତ୍ୟର ଚିରାଯତ ତୁରୀଯ ଆନନ୍ଦ

ଜହ୍ନରାତି ଉଦଯାପିତ ହୁଏ ଗରିଷ୍ଠ ଛନ୍ଦରେ l


ପ୍ରେମ ଆସୁଥାଏ ପ୍ରେମ ଯାଏ

ପ୍ରେମିକ ମଥାକୁଟୁ ଥାଏ ଭଲ ପାଇଁଥୃବାର ଆର୍ଡିରେ

ସ୍ୱପ୍ନଆଁଁଶ ବୁନୁଥୃବାର ଉଦାସୀ ଖୃଆଳରେ l


ତିର୍ଯକ ରଶ୍ମିର ପୁରୁସ୍କୃତ କାଲଝାଳରେ

ଦାରିଦ୍ର୍ୟ ଅଟ୍ଟହସିଥାଏ ଯୌନତାର ଆଡାଳରେ

ସଶବ୍ବେ ଚାବୁକ ମାରିଥାଏ ସଚେତନ ସମାଜ l



Rate this content
Log in

Similar oriya poem from Romance