STORYMIRROR

Sujata Bandopadhaya

Others

2  

Sujata Bandopadhaya

Others

ବାସନ୍ତୀକ

ବାସନ୍ତୀକ

1 min
562



ସୁଜାତା ବନ୍ଦୋପାଧ୍ୟାୟ


ବାସନ୍ତୀକ ମନ

ଉଦାସୀ କ୍ଷଣ

ଭଲପାଇବାର ଆନନ୍ଦସ୍ନାନ


ଜହ୍ନ ରାତି

ଶରମ ଛାତି

ଜ୍ୱଲୁଛି ହୃଦୟରେ ପ୍ରେମବାତି


ଆକାଶ ଆଗୁନ

ବହୁଛି ପବନ

ଧନ୍ୟ ତୋର ଏହି ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍