STORYMIRROR

Sujata Bandopadhaya

Others

3  

Sujata Bandopadhaya

Others

ସମ୍ପର୍କର ଅଲିନ୍ଦରେ

ସମ୍ପର୍କର ଅଲିନ୍ଦରେ

1 min
198

ନିଭୃତିର ସ୍ପର୍ଶରେ କାଟୁଥିବା ଯାମିନୀ

ସ୍ଵାଭାବିକତା ରଖି ଯାଏ

ଉଚିତର ଦୁଆରେ

ପୁରାତନ ତୋରଣ ପାର ହୋଇକି

ବାଇଶ ଫୁଟର ତଫାତରେ 

ସମ୍ପର୍କର ସିଁଡି ଭାଙ୍ଗିବାର ଗଳ୍ପ।


ଅନୁଧାବନ ଦୀର୍ଘାୟିତ ହୁଏ

ନ ରହିଥିବାର ଅଲିନ୍ଦରେ

ପରିବର୍ତିତ ମାପ ପରିବର୍ଧୀତ ହୁଏ

ଆପାତ ରହିଥୃବା ସ୍ପର୍ଶ ।


ପ୍ରତ୍ଯାବର୍ତନର ପ୍ରାକ ମୁହୂର୍ତ୍ତରେ

କେବଳ ତମକୁ ଛୁଇଁବାର ଆପବୀଥି

ଉଦଯାପିତ ହୋଇ

ସାକ୍ଷୀ ଥାଉକ ମୁହୂର୍ତ୍ତଗୁଡିକ।



Rate this content
Log in