STORYMIRROR

Sujata Bandopadhaya

Others

3  

Sujata Bandopadhaya

Others

କେବଳ ପ୍ରେମ

କେବଳ ପ୍ରେମ

1 min
308

ତୋର ପଳାଶ ଆଁଖିରେ ଅମ୍ଳାନ ସମର୍ପଣ

ଅନାବଶ୍ୟକ ପ୍ରାଚୁର୍ଯେର ଉଦୀୟମାନ

ଏକ ଶକ୍ତିର ଅନ୍ଧାରରେ ଜଞ୍ଜିର ସମିଧ


ଅଚେନା ମନରେ ପ୍ରସାରିତ ଉନ୍ମତ୍ତ

ସତ୍ୟର ଚିରାଯତ ତୂରୀୟ ଆନନ୍ଦ

ଜହ୍ନରାତି ଉଦଯାପିତ ହୁଏ ଗରିଷ୍ଠ ଛନ୍ଦରେ


ପ୍ରେମ ଆସୁଥାଏ ପ୍ରେମ ଯାଏ

ପ୍ରେମିକ ମଥାକୁଟ ଥାଏ ଭଲ ପାଇଁ ଥୃବାର ଆର୍ତିରେ

ସ୍ୱପ୍ନଆଁଶ ବୁନୁଥୃବାର ଉଦାସୀ ଖୃଆଳରେ


ତୀର୍ଯକ ରଶ୍ମିର ପୁରସ୍କୃତ କାଲଝାଳରେ

ଦରିଦ୍ରତା ଅଟ୍ଟହସିଥାଏ ଯୌନତାର ଅବଡାଳରେ

ସଶବ୍ବେ ଚାବୁକ ମାରୁଥାଏ ସଚେତନ ସମାଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍