Pragyan Padminee
Classics Others
କେବେ କେମିତି କାହିଁକି ର ଉତ୍ତର ବହୁତ କଷ୍ଟ
କେଜାଣି କାହିଁକି ଖୋଜିବାକୁ ଭାରୀ ମନ।
ଏ ଦୁନିଆର ଗହଳି ରେ କିଏ ହଜିଗଲା ତ,
କିଏ ଯଶ କରିଗଲା।
ଏଇ ତ ଜୀବନର ମାପକାଠି,
ଦୀନ ଗଣୁ ଗଣୁ ଦୀନ ସରିଗଲା।
କେଜାଣି କେମିତି ଉତ୍ତର ମିଳିବ ,
ଏ ରାତି ର ଅନ୍ଧକାରମୟ ଶବ୍ଦ ରେ।
ଏଈତ ଜୀବନ
କେବେ
ମନ ବଡ ଅବାନ୍ତର
ଅକୁହା କଥା
ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ପୂଜା
ବିଜେ ନୀଳାଚଳ ଶ୍ରୀ ନୀଳକନ୍ଦରେ ମହାପ୍ରଭୁ ଜଗନ୍ନାଥ ବିଜେ ନୀଳାଚଳ ଶ୍ରୀ ନୀଳକନ୍ଦରେ ମହାପ୍ରଭୁ ଜଗନ୍ନାଥ
ବଡ଼ ଦେଉଳରେ ରହିଅଛ ତୁମେ ଆହେ କାଳିଆ ଠାକୁର, ଭିନ୍ନ ବେଶ ତୁମେ ଧାରଣ କର ହେ ତୁମ ମହିମା ଅପାର। ବଡ଼ ଦେଉଳରେ ରହିଅଛ ତୁମେ ଆହେ କାଳିଆ ଠାକୁର, ଭିନ୍ନ ବେଶ ତୁମେ ଧାରଣ କର ହେ ତୁମ ମହ...
ଆହା କି ସୁନ୍ଦର ବାଙ୍କଚୂଡ଼ ବେଶ ମନ ନେଇଯାଏ କିଣି ଆହା କି ସୁନ୍ଦର ବାଙ୍କଚୂଡ଼ ବେଶ ମନ ନେଇଯାଏ କିଣି
ସେହି ପରା ଭାବଗ୍ରାହୀ ସେହି ପରା ଭାବଗ୍ରାହୀ
ପ୍ରଭୁ ଜ୍ବରରେତ ଥରୁଛନ୍ତି ପ୍ରଭୁ ଜ୍ବରରେତ ଥରୁଛନ୍ତି
ଖୁସି ଖୁସି
ଭାବରେ ଖୋଜୁଛି ଭାବ ମଣିକୁ ଭାବରେ ଖୋଜୁଛି ଭାବ ମଣିକୁ
ଭକ୍ତି ଭାବାନ୍ତରେ ତଲ୍ଲୀନ ହୁଏ ମୁଁ ହୋଇଯାଏ ମୁଁ ମଉନ । ଭକ୍ତି ଭାବାନ୍ତରେ ତଲ୍ଲୀନ ହୁଏ ମୁଁ ହୋଇଯାଏ ମୁଁ ମଉନ ।
ମୋ କଳା କୋଇଲି ମୋ କଳା କୋଇଲି
ସ୍ନାନ ପୂର୍ଣ୍ଣିମାରେ ଭାବ ବିନୋଦିଆ ସ୍ନାନ ପୂର୍ଣ୍ଣିମାରେ ଭାବ ବିନୋଦିଆ
ସବୁ ଲାଗେ ଖାଲି ଖାଲି ସବୁ ଲାଗେ ଖାଲି ଖାଲି
ତୁଳସୀ ରସିଆ ଜଗା କାଳିଆ ତୁଳସୀ ରସିଆ ଜଗା କାଳିଆ
ଜପୁଥାଏ ତୋର ନାମ ଜପୁଥାଏ ତୋର ନାମ
ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା
ଭାବରେ ଭଗବାନ ଭାବରେ ଭଗବାନ
ପବିତ୍ର ସ୍ନାନ ପୂର୍ଣ୍ଣିମା ପବିତ୍ର ସ୍ନାନ ପୂର୍ଣ୍ଣିମା
ବନ ଫୁଲ ବନ ଫୁଲ
ସାରା ରାତି ସେ ଏକା ଏକା ଧନ୍ୟ ତୁ ରଜନୀଗନ୍ଧା ପ୍ରଭାତେ ଉଇଁ ଆସିଲେ ସୂରୁଜ ତାର ସ୍ବାଗତେ ନିଜକୁ କର ସାରା ରାତି ସେ ଏକା ଏକା ଧନ୍ୟ ତୁ ରଜନୀଗନ୍ଧା ପ୍ରଭାତେ ଉଇଁ ଆସିଲେ ସୂରୁଜ ତାର ସ୍ବ...
ଡେଣା ହରା ପକ୍ଷୀ ପରି ନିଜ କର୍ମକୁ ଆଦରି ଲକ୍ଷ୍ୟହୀନ ଜୀବ ସାଜି ସଂସାର ଭିତରେ ହଜି , ଶୁଖିଯାଏ ଓଠ ତଣ୍ଟି ଖନି ମ... ଡେଣା ହରା ପକ୍ଷୀ ପରି ନିଜ କର୍ମକୁ ଆଦରି ଲକ୍ଷ୍ୟହୀନ ଜୀବ ସାଜି ସଂସାର ଭିତରେ ହଜି , ଶୁ...