STORYMIRROR

Sima Sahu

Classics

4  

Sima Sahu

Classics

କାଣା କହେମି ସାଙ୍ଗର କଥା

କାଣା କହେମି ସାଙ୍ଗର କଥା

1 min
296

କାନା କହେମି ସାଙ୍ଗର୍ କଥା 

         ଛନେ ନେଇ ଦେଖଲେ ଦୁଖସି ମଥା

ଦେହେ ନେଇ ଛାଡେ ଛେଏଂରା କେ ଯେନ୍ତା 

       ରାଏତ ଦିଇନ ସାଙ୍ଗ ଥିସି ସେଂନ୍ତା

ସୁଖେ ଜାହାକେ ଲାଗସି ସୋର 

      ସେଟାତ ବନ୍ଧୁ ର ପ୍ରକୃତ ଡୋର

ଟିକି ନିକି କଥା ଯାନୀ ଥିସି ଯିଏ

      ସେଟାତ ଆମର ସାଥି ଆଏ

ଦୁଃଖ ପଡଲେ ସାଙ୍ଗ ଦେଶୀ ଯିଏ 

      ଦିନେ କଥା ନେଇ ହେଲେ ଲାଗସି ସିଏ

ସେଟାତ ପରକୁତ ସାଙ୍ଗ 

        ସେଟାତ ପରକୁତ ସାଙ୍ଗ

ଜେନ ସଂଗେ ଥିଲେ ଲାଗସି ମଜା 

       ସେ ପାଖେ ଥିଲେ ନିଜକେ ଭାବସୁ ରାଜା

ଦିଇନ ନେଇ ରାଏତ ନେଇ 

       ସୋର ପାଇଲେ ଦୁଖେ ଆଏସି ଧାଇଁ

ସେଟା ତ ପରେ ସାଙ୍ଗ 

        ସେଟା ତ ପରେ ସାଙ୍ଗ

ରାତିର ବାଜା ନାଚ ରେ ଅଜା 

        ସାଙ୍ଗ ନେଇ ଥିଲେ କିଛୁ ନେଇ ଲାଗେ ମଜା

ସେ ପାଖେ ଥିଲେ ନେଇ ଲାଗେ କାହାକେ ଡର

       ସବକେ କରି ନେସୁ ନିଜର 

ଇଟା ସେ ବନ୍ଧୁ ର ଘର

        ସେନକେ ଗଲେ ଲାଗସି ନିଜର ନିଜର

ଇଟା ତ ସେ ସାଙ୍ଗର ଡୋର 

       ଇଟା ତୋ ସେ ସାଙ୍ଗର ଡୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics