STORYMIRROR

Sima Sahu

Children Stories Drama Romance

3  

Sima Sahu

Children Stories Drama Romance

ବିଲେଇ ଆର୍ ମୁନୁଷ

ବିଲେଇ ଆର୍ ମୁନୁଷ

1 min
128


ମୋର ଭାବେ ମୁଇ ଜାଉଥିନି

ଦୁଇ ପହରିଆ ଵେଳେ

କେ କେ କରି ବିଲେଇ ଛୁଆଟେ

ରଡୁଥାଏ କଳଵଲେ

ପାଶେ ଯାଇ କରି ଦେଖ୍ ନି  

          ରୋଡେ....

ହଉଛେ ଡାଵର ଢଳେଇ

ଖରା ବେଳେ ତେହି ତତଲା 

ଡାବର ଜଉଛେ ହଲ୍ ହଲେଇ

ବିଲେଇ ଛୁଆ ଟେ ଲୁଟ 

     ଲୁଟ ପୁଟଉଛେ

ଲଟ୍ କି ଯାଇଛେ ଗୋଡ଼

ଘିଚି ଆନବାର୍ କେ ଧାଇ ଗନି

ମୁଇ ଡାବର ଢଳେଇ ରୋଡ଼

ଠିକାଦାର କହେଲା ନେଇ ଛିଅ 

        ନେଇ ଛିଅ....

ଛିଲେ କି ଚାବି ଦେବା

ଏ‌ନ୍ତା ବେଳକେ କେନେ ଥିଲା 

ମାଇ ରପ୍ ଟି ଆଏଲା 

ଛୁଆର୍ ନିକେ..

ମୋତେ ଦେଖି କାଏ କୁକୁର  

       କହେଲା...

ଧିକ୍ ରେ ମୁନୁଷ୍ ଧିକ୍..

ନାଁ କେ ମୁନୁଷ

ବିବେକ ଥାଇ ବି ତର ବିଚାର

ନେଇ ନା ଠିକ୍ ।

ମରନ୍ ମୁହୁ ତି ପଡ଼ି ଛୁଆ ମୋର୍

କାନ୍ଦୁଥିଲା ରଡି ରଡି

ତୋର ଛୁଆ ଯଦି ହେଇ ଥିତା

କାଏ ଦେଖିଥିତୁ ଠିଆ ହେଇ..

 ଧିକ୍ ରେ ମୁନୁଷ୍ ଧିକ୍...।


     


Rate this content
Log in