STORYMIRROR

Nikunja Ghosh

Tragedy Inspirational

3  

Nikunja Ghosh

Tragedy Inspirational

ଜଙ୍ଗଲ ସୁରକ୍ଷା

ଜଙ୍ଗଲ ସୁରକ୍ଷା

1 min
268

 ଜଙ୍ଗଲ ସୁରକ୍ଷା  ରହିଲେ ଆମର            

ଜଗତ ପାଇଁ କି ହିତ

ଯା ପାଇଁ ଖାଉଛୁ  ଜୀବନ ଧରିଛୁ           

ତା'ସଙ୍ଗେ କରିବା ମିତ ।।      

କାଟୁଛି ଜଙ୍ଗଲ  ଲଗାଉଛି ନିଆଁ           

କାଳ ସାଜେ ଏଠି ରକ୍ଷକ

ଅମ୍ଳଜାନ ଅବା ଚାଷବାସ କ୍ଷେତ୍ରେ          

ନିଜେ ନିଜର ଭକ୍ଷକ ।।      

ଔଷଧୀୟ ବୃକ୍ଷ ନଷ୍ଟ ହୁଏ ପୁଣି             

ଜଳର ସଂକଟ ଆସେ 

ଜଙ୍ଗଲ ରହିଲେ ପଶୁ,ପକ୍ଷୀ ସହ            

ଆମରି ଜଗତ ହସେ ।।     

ଶପଥ ନେବାରେ  ରକ୍ଷା କରିବାକୁ            

ପ୍ରକୃତି ରାଣୀକୁ ଆମ 

ତା'ହାତେ ରହିଛି     

ଜୀବନ ମରଣ            

ବଞ୍ଚିବାକୁ କର କାମ ।।                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy