STORYMIRROR

Debasis Ray

Inspirational

3  

Debasis Ray

Inspirational

ଜିତେନ୍ଦ୍ରିୟ

ଜିତେନ୍ଦ୍ରିୟ

1 min
1


 ସମ୍ପର୍କର କଠୋର ସେତୁରେ ବନ୍ଧା ସବୁ ଇନ୍ଦ୍ରିୟ 

 ଇନ୍ଦ୍ରିୟମାନେ କାର୍ଯ୍ୟରତ ମନ ପାଇଁ ହୋଇ ସକ୍ରିୟ 

କାରଣ ମନ ହେଉଛି ସେମାନଙ୍କ ଏକମାତ୍ର ରାଜନ 

ଜଣେ ହେଲେ ଅଳସୁଆ ମନରେ ହେବ କମ୍ପନ 

କରିବାକୁ ହେଲେ ରାଜା ମନକୁ ନିଜ ଚାକର 

ଗୋଟି ଗୋଟି ସୃଷ୍ଟି କରିବା ଇନ୍ଦ୍ରିୟ ପ୍ରତି ବିକାର 

ଯେଉଁଦିନ ହୋଇଯିବା ସମଗ୍ର ମନର ଅଧିପତି 

ସୃଷ୍ଟି ହେବ ଶାଶ୍ୱତ ପ୍ରେମ ଆଉ ନାହିଁ ବିପତ୍ତି 

ସର୍ବଦା ହୁଗୁଳା ବନ୍ଧନ ମନୁଷ୍ୟ ମନୁଷ୍ୟ ମଧ୍ୟରେ 

ଲୋଭ ସ୍ୱାର୍ଥପରତା ଆଦି ନ ରହିବ ଜୀବନେ 

ପହଁରିବେ ସବୁ ଆନନ୍ଦର ପ୍ରବାହମାନ ସିନ୍ଧୁରେ 

ଏହା ଅବଶ୍ୟ ଚାହୁଁଥିବେ ଠାକୁର ନିଳାଦ୍ରୀବିହାରୀରେ 


Rate this content
Log in

Similar oriya poem from Inspirational