STORYMIRROR

Susil Pani

Inspirational Others

2  

Susil Pani

Inspirational Others

ଜୀବନ

ଜୀବନ

1 min
94


ଜୀବନଟା ନୁହେଁ ଗୋଲାପର ସେଜ ।

ମନଭରି ଉପଭୋଗ କରିବ ।।

ଗୋଲାପର ବାସ୍ନା ପାଈବା ପାଇଁକି ।

କଣ୍ଟକର କଷ୍ଟ ସହିବ ।।

ଖରା ଛାଈ ପରି ଜୀବନରେ ।

କେତେ ସୁଖ ପରେ ଦୁଖ ଆସିବ ।।

ଯେ ତାକୁ ସଠିକ୍ ଭାବରେ ସାମ୍ନା ।

କରି ତାକୁ ଜୀବନ ଯୁଦ୍ଧରେ ଜିତିବ ।।

ସେ ଏକା ମଣିଷ ଜୀବନେ ।

ବଞ୍ଚିବାର ରାହା ପାଈବ ।।

ସଭିଙ୍କ ସଙ୍ଗରେ ମିଳିମିଶି ସିଏ ।

ଜୀବନ ଜୀଈଁବାର ବାସ୍ନା ପାଈବ ।


Rate this content
Log in

Similar oriya poem from Inspirational