STORYMIRROR

Susil Pani

Others

2  

Susil Pani

Others

ଜିବନ

ଜିବନ

1 min
420

ପ୍ରଭୁତ୍ୱ ଯୌବନ ଧନ ସମ୍ପତ୍ତି

ଅଟେ ପରା କ୍ଷଣ ସ୍ଥାୟୀ ।। (୧)

ଏକୁ ଏକ ବଳିଆର ଏଇ ଜୀବନରେ

ତାକୁ ନେଇ ଗର୍ବ କରିବ ଯେ ନାହିଁ ।।(୨)

କ୍ଷଣ ଭଙ୍ଗୁର ଏ ମନୁଷ୍ୟ ଜୀବନ

କେତେ ବେଳେ ଯିବ ଚାଲି ।। (୩)

କାହାକୁ ନିଜର ଭାବି ଗର୍ବ କରିବ

ଆଜି ଯିଏ ରାଜା କାଲି ଭିକ୍ଷୁକ ନହେବ ବୋଲି ।।(୪)



Rate this content
Log in