STORYMIRROR

Gyana Ranjan panda

Classics

3  

Gyana Ranjan panda

Classics

ଜୀବନ ସଂଗ୍ରାମ

ଜୀବନ ସଂଗ୍ରାମ

1 min
33

ସଂଗ୍ରାମ ସଂଘର୍ଷ ଜୀବନରେ

ଜିବନ ଜୀଇଂଁବାର ପ୍ରତିଟି ମୁହୁର୍ତ୍ତରେ

ଜନ୍ମ ଠାରୁ ମୃତ୍ୟୁ ଶର୍ଯ୍ୟାରେ

ଜୀବନ ଜୀବିକା ରେ

ପରବିାର ସଂପର୍କରେ

ହସ ଖୁସି ଲୁହରେ

ସାଙ୍ଗସାଥି ପ୍ରେମରେ

ତେଳ ଲୁଣ ସଂସାରରେ

ପ୍ରାଚୁର୍ଯ୍ୟର ଲୋଭରେ

ସୁଖ ଦୁଖ ରୋଗରେ

ମନ ସହ ଦେହରେ

ଗରିବର ଅଭାବରେ

ଧନୀର ପ୍ରାଚୁର୍ଯ୍ୟରେ

ଯଶ ଧନ ମାନରେ

ପ୍ରେମ ପ୍ରତାରଣାରେ

ରାଗ ଆଉ ଭଲପାଇବାରେ

ଜୀବନ ଜୀଇଂଁବାରେ

ଏମିତି ସଂଘର୍ଷ ଚାଲୁଥାଏ

ମୃତ୍ୟୁର ଶେଷ ନିଶ୍ବାସରେ॥



Rate this content
Log in

More oriya poem from Gyana Ranjan panda

Similar oriya poem from Classics