STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

2  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Abstract

ଜୀବନ-୨

ଜୀବନ-୨

1 min
289

ଜିତିବା ନିଶାରେ ମାତି

ଭୁଲିଚି ମୁଁ ଜୀଇଁବା କୌଶଳ,

ଜୀବନ କି ତୁଚ୍ଛା ଏକ

ଜିତିବା ଓ ହାରିବାର ଖେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract