ଆଖିରୁ ତୋ ଲୁହ ଝରୁ
ଆଖିରୁ ତୋ ଲୁହ ଝରୁ
ଝରିବାର କଥା ଯଦି
ଦୁଇ ବୁନ୍ଦା ଲୁହ ତୋ ଆଖିରୁ,
ଦୁଃଖେ ନୁହେଁ ସୁଖରେ ହିଁ
ଆଖିରୁ ତୋ ଆନନ୍ଦାଶ୍ରୁ ଝରୁ।
ଝରିବାର କଥା ଯଦି
ଦୁଇ ବୁନ୍ଦା ଲୁହ ତୋ ଆଖିରୁ,
ଦୁଃଖେ ନୁହେଁ ସୁଖରେ ହିଁ
ଆଖିରୁ ତୋ ଆନନ୍ଦାଶ୍ରୁ ଝରୁ।