STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଝିଅର ପିତା

ଝିଅର ପିତା

1 min
13.3K


ବାହାଘର ବେଳେ ଛାତି ଫାଟିଯିବ

ମୁଣ୍ଡ ବାଡେଇବେ ଯଉତୁକ ଚିନ୍ତା

ପୁଅ ବୋହୁ ଦେଲେ ଦୁଇ ଗୋଇଠା

ମନେ ପଡିଯିବ ନିଜ ଦୁହିତା

କିଏ ଭାଇନା...

ଭାଗ ବଣ୍ଟା ବେଳେ ଦିନେ ଭାବିଲନି

ପୁଅର ଅଧାକୁ ଝିଅର ଅଧା

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy