STORYMIRROR

Sidhanta Parhi

Inspirational

3  

Sidhanta Parhi

Inspirational

ଜାଗି ଉଠ ସର୍ବେ ନାରୀ ଶକ୍ତି

ଜାଗି ଉଠ ସର୍ବେ ନାରୀ ଶକ୍ତି

1 min
173

ଆଶା ବିଶ୍ୱାସର ମଥାପର ଛାତ

ଭାଙ୍ଗି ହେଲାଣି ଆଜି ଛାରଖାର

ଅତ୍ୟାଚାର ଆଜି ହେଲାଣି ଅସହ୍ୟ

ସତ ସତ ଅସୁରଙ୍କ ଡର

ଏଇଟା ନୁହଁ ନୀରବର ବେଳ


ଜାଗି ଉଠ ସର୍ବେ ନାରୀ ଶକ୍ତି

ସ୍ପନ୍ଦିତ ହେଉ ପୁରା ଦେଶ ର ଛାତି

ନବ ଉଦବୋଧୋନି ମନ୍ତ୍ରେ

ସତ ଝଙ୍କାର ତଳୁ ପ୍ରତି ପ୍ରାଣେ

ଚେତନା ର ଉପକଣ୍ଠ ରେ


ସତ୍ୟ ଯେତେବେଳେ ଆଜି ନିଲାମ ହଉଛି

ଅଧର୍ମର ପତାକା ଫରଫର ହେଇ ଉଡୁଛି

ଏଇଟା ନୁହଁ ନୀରବର ବେଳ

ଜାଗି ଉଠ ସର୍ବେ ନାରୀ ଶକ୍ତି

ଦୁର୍ଗା ସାଜି ଆଜି ନିଧନ କରିବାକୁ ହେବ

ସତ ସତ ଅସୁରଙ୍କର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational