ଈଶ୍ୱର
ଈଶ୍ୱର
ଏ ଜୀବନ ନୁହେଁ ମୋର
କେବେ ନଥିଲା ବି ମୋର
ନୁହେଁ ବି କାହାର
କେବଳ ଈଶ୍ୱର
ଆତ୍ମୀୟ ଈଶ୍ୱର
ଆତ୍ମୀୟ ଈଶ୍ୱର ।
ଏ ଜୀବନ ନୁହେଁ ମୋର
କେବେ ନଥିଲା ବି ମୋର
ନୁହେଁ ବି କାହାର
କେବଳ ଈଶ୍ୱର
ଆତ୍ମୀୟ ଈଶ୍ୱର
ଆତ୍ମୀୟ ଈଶ୍ୱର ।