STORYMIRROR

Maheswar Mohapatra

Classics

3  

Maheswar Mohapatra

Classics

ହେ ମାଆ

ହେ ମାଆ

1 min
172


ହେ ମାଆ ତୁମେ ଆସୁଛ 

ଆଶ୍ଵିନ ର କାଶତଣ୍ଡି ଧରି

ହସୁଛି ଏ ଧରା ଋଷୁ ଅଛି ଖରା

ମୌସୁମୀ ଆସିଛି ଫେରି l

ହେ ମାଆ ତୁମ ଆଗମନେ

ପାପାତୁର ସର୍ବେ ହେଉଛନ୍ତି ଥରହର

ମହିଷାମର୍ଦ୍ଧିନୀ ହୋଇ ତୁମେ ମାଆ

ପାପୀ କୁ ତ ମାର ମାର ll


Rate this content
Log in

More oriya poem from Maheswar Mohapatra

Similar oriya poem from Classics