STORYMIRROR

Bikash Raulo

Inspirational

3  

Bikash Raulo

Inspirational

ଗୁରୁଙ୍କ ଚରଣେ ପ୍ରଣତି ମୋର

ଗୁରୁଙ୍କ ଚରଣେ ପ୍ରଣତି ମୋର

1 min
245

କ'ଣ କହିବି

ଶବ୍ଦ ଶୂନ୍ୟ ମୁଁ

ଶବ୍ଦ ଦେଇ ବାନ୍ଧିଦେବାକୁ ଚାହେଁନି

ମୁଁ ତୁୁମ୍ଭକୁ

ତୁମ ବିିିଶାଳ ହୃଦୟବତ୍ତାକୁ,

ପୁତ୍ର ସମ ବିମଳ ପ୍ରେମକୁ

ସ୍ନେହ ଭରା ଦାନସବୁୁକୁ

କ'ଣ ଦେଇପାରିବି ଯେ!

କ୍ଷମତା ବା କାହିଁ ମୋର

ଆଉ କ'ଣ ଅଭାବ ଅଛି

ଯେ ଦବାକୁ

ନେଇ ଚାଲିିିଛି ତୁମଠୁ

ଅନବରତ ,

ଆଉ ତୁମେ ବି ଦେଇଚାଲିିିିଚ

ମାଟିରୁୁ ଆକାଶ

ବାୟୁରୁ ପାଣି

ମାଆ ଓ ବାପା ହୋଇ

ଭୂମିଷ୍ଠ ମୁଁ ହୋଇନି ସତ

ତୁମ ଗର୍ଭରୁ

ମାତ୍ର ହାତ ଧରି

ବାଟ ଚଲେଇବା

ଖାଲଖମାକୁୁ ଦେଖେଇଦବା

କିଏ କରିଛି ତୁୁୁୁମେ ତ

ତୁମେ ତ ସେ ଚଳନ୍ତି ଠାକୁର

କାହୁଁ ଯିିିିବି ମନ୍ଦିର

ତୁମ ଚରଣରେ ପ୍ରଣତି ମୋର

ହେ ଇଶ୍ବର!ହେ ଇଶ୍ବର!।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational