Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

ସମାଜସେବୀ ବଳସାମନ୍ତ

Inspirational Others

2  

ସମାଜସେବୀ ବଳସାମନ୍ତ

Inspirational Others

ଗୁରୁଦେବାୟ ନମଃ

ଗୁରୁଦେବାୟ ନମଃ

1 min
87


ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁଦେବ ମହେଶ୍ୱରଃ,

ଗୁରୁଃ ସାକ୍ଷାତ ପରଂବ୍ରହ୍ମ ତସ୍ମେଶ୍ରୀ ଗୁରବେ ନମଃ !!

ଗୁରୁ ଅଟନ୍ତି ଆମ ଚଲାପଥେ ମାର୍ଗଦର୍ଶକ

ଗୁରୁ ଅଟନ୍ତି ଅନ୍ଧାରର ଆଲୋକ ଦୀପ !!

ଗୁରୁ ଅଟନ୍ତି ସୋୟଂ ଇଶ୍ବର

ତାଙ୍କ ବିନା ଏ ଜୀବନ ଶୂନ୍ୟ ମୟ ।।

ଗୁରୁ ଅଟନ୍ତି ଆମ ପାଇଁ ଶୁଭଚିନ୍ତକ

କରିଥାନ୍ତି ଆମକୁ ଶଫଳମୟ ।।

ଗୁରୁ ଅଟନ୍ତି ଆମ ପାଇଁ ଚଳନ୍ତି ଠାକୁର

ତାଙ୍କୁ ପୂଜା କଲେ ସନ୍ତୁଷ୍ଟ ହୁଅନ୍ତି ସୋୟଂ ନାରାୟଣ ।।

ଗୁରୁଙ୍କ ପାଦ ପଦ୍ମରେ କରୁଛି

ମୁଁ କୋଟି କୋଟି ପ୍ରଣାମ ।।


Rate this content
Log in

More oriya poem from ସମାଜସେବୀ ବଳସାମନ୍ତ

Similar oriya poem from Inspirational