Gitanjali Swain
Classics Others
ନା ଆଶ୍ରିତ ଲତା
ନା କବି କବିତା
ନା ଅଟେ ମୁଁ ଅବଳା ସୁତା
ପବିତ୍ର ଗ୍ରନ୍ଥର ପୃଷ୍ଠା ମୁଁ
ଶ୍ରୀକୃଷ୍ଣଙ୍କ ସ୍ଵୟଂ ବାଣୀ ମୁଁ
ଧର୍ମର ଅନ୍ୟ ନାମ ମୁଁ....ଗୀତା ।
ଗୀତା
ବୟସ ପଥରେ ମନ ପ...
ଜାଗୃତି ଶକତି ଅସୀମ ଭଣ୍ଡାର ତ୍ୟାଗ , ପ୍ରେମ ଶ୍ରଦ୍ଧା ଆଉ ତିତୀକ୍ଷାର । ନିଶା ନିବାରଣ କୁସଂସ୍କାର ଲ ଜାଗୃତି ଶକତି ଅସୀମ ଭଣ୍ଡାର ତ୍ୟାଗ , ପ୍ରେମ ଶ୍ରଦ୍ଧା ଆଉ ତିତୀକ୍ଷାର । ନିଶା ନିବାରଣ କ...
ପୂଜା ସରିଗଲେ ଭସାଣି ହେଉଛି ସବୁଠୁ ବଡ ସମ୍ଭାର ନଦୀ ପୋଖରୀ ଓ ସମୁଦ୍ର ଗର୍ଭରେ ବିସର୍ଜନ ପଟୁଆର ପରିବେଶ ଏ... ପୂଜା ସରିଗଲେ ଭସାଣି ହେଉଛି ସବୁଠୁ ବଡ ସମ୍ଭାର ନଦୀ ପୋଖରୀ ଓ ସମୁଦ୍ର ଗର୍ଭରେ ବିସର୍...
ଭକ୍ତି ଭାବ ଥିଲେ ପ୍ରାର୍ଥନା ଗ୍ରହଣ ପ୍ରଭୁ ଡେରି-ଛନ୍ତି କର୍ଣ୍ଣ ଭାଇଚାରା ପର୍ବ ଗଣେଶ ପୂଜାରେ ସବୁଠ ଭକ୍ତି ଭାବ ଥିଲେ ପ୍ରାର୍ଥନା ଗ୍ରହଣ ପ୍ରଭୁ ଡେରି-ଛନ୍ତି କର୍ଣ୍ଣ ଭାଇଚାରା ପର୍ବ ଗଣେଶ ପ...
ଶ୍ରଦ୍ଧା ରେ ନଥାଏ ଦେବା ନେବା କଥା ନ ଥାଏ ସ୍ଵାର୍ଥର ଛାଇ ଶ୍ରଦ୍ଧା ତ ଅଟଇ ଅମୂଲ୍ୟ କୁସୁମ ହରି ମ ଶ୍ରଦ୍ଧା ରେ ନଥାଏ ଦେବା ନେବା କଥା ନ ଥାଏ ସ୍ଵାର୍ଥର ଛାଇ ଶ୍ରଦ୍ଧା ତ ଅଟଇ ଅମୂଲ୍ୟ କୁ...
ସ୍ବାର୍ଥ ଓ ସ୍ୱାର୍ଥପରତା ଘରେ ଓ ବାହାରେ ନିଜ କଥା ଚିନ୍ତା ,ନିଜର ସୁବିଧା ,ନିଜ ପରିବାର ସବୁ କଥା ଓ ସ୍ବାର୍ଥ ଓ ସ୍ୱାର୍ଥପରତା ଘରେ ଓ ବାହାରେ ନିଜ କଥା ଚିନ୍ତା ,ନିଜର ସୁବିଧା ,ନିଜ ପରିବାର ...
ହେ ଚାଷୀକୁଳ,ଜାଗ୍ରତ ଓ ସଚେତନ ହୁଅ ନିଜର ଓ ଫସଲର ବୀମା ନିହାତି କରାଅ କୃଷି ଆଇନ ଓ ସୁବିଧା ସହିତ ହୁଅ ହେ ଚାଷୀକୁଳ,ଜାଗ୍ରତ ଓ ସଚେତନ ହୁଅ ନିଜର ଓ ଫସଲର ବୀମା ନିହାତି କରାଅ କୃଷି ଆଇନ ଓ ସୁବି...
ନ୍ୟାୟ ବିଚାରଣ ର ଧାରା ସବୁଠୁ ବେଦନା ବର୍ଷ ବର୍ଷ ଧରି ନ୍ୟାୟିକ ପ୍ରକ୍ରିୟା ନ୍ୟାୟ ମିଳିବା ଆଗରୁ ପ୍ର ନ୍ୟାୟ ବିଚାରଣ ର ଧାରା ସବୁଠୁ ବେଦନା ବର୍ଷ ବର୍ଷ ଧରି ନ୍ୟାୟିକ ପ୍ରକ୍ରିୟା ନ୍ୟାୟ ମିଳି...
ବନ୍ଧୁତ୍ୱ ର ପରାକାଷ୍ଠା ଆଦିମ ଯୁଗରୁ ବନ୍ଧୁତ୍ୱ ପ୍ରେମରେ ହିଁ ପ୍ରେମର ପରିଭାଷା ପ୍ରତି ଅବତାର ରେ ବନ ବନ୍ଧୁତ୍ୱ ର ପରାକାଷ୍ଠା ଆଦିମ ଯୁଗରୁ ବନ୍ଧୁତ୍ୱ ପ୍ରେମରେ ହିଁ ପ୍ରେମର ପରିଭାଷା ପ୍ରତି ...
ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ ଅହିଂସା ଅସ୍ତ୍ର ବଳ ଧରି ସ୍ଵାଧୀନ ଦେଶ ଦେଲ କରି । ତିନି ମାଙ୍କଡ଼ ତୁମ ଦାନ
ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବିଦ୍ୟାଦାତ୍ରୀ ।୧। ... ତୁମେ ଆମ ସିଦ୍ଧିଦାତ୍ରୀ, ତୁମେ ଆମ ବୁଦ୍ଧିଦାତ୍ରୀ, ତୁମେ ଆମ ବରଦାତ୍ରୀ, ତୁମେ ଆମ ବ...
ଗାଁ ଆମର ଶଙ୍କରପୁର ଗାଁ ଆମର ଶଙ୍କରପୁର
ଦୁନିଆଁ କୁ ନୂଆ ବାର୍ତ୍ତା ଟିଏ ଦେଇ ଶାନ୍ତିରେ କାଟିବା ଆମ ଜୀବନ।୧୧। ଦୁନିଆଁ କୁ ନୂଆ ବାର୍ତ୍ତା ଟିଏ ଦେଇ ଶାନ୍ତିରେ କାଟିବା ଆମ ଜୀବନ।୧୧।
ସଦାରଖ ତେଣୁ ମନେ ଭକ୍ତିଭାବ ଅହଂକୁ ଦୂରେଇଦେଇ ଭକ୍ତର ଭକ୍ତିରେ ସବୁ ଯେ ସମ୍ଭବ କିଛି ଅସମ୍ଭବ ନାହିଁ । ସଦାରଖ ତେଣୁ ମନେ ଭକ୍ତିଭାବ ଅହଂକୁ ଦୂରେଇଦେଇ ଭକ୍ତର ଭକ୍ତିରେ ସବୁ ଯେ ସମ୍ଭବ କିଛି ଅସମ୍ଭବ ନ...
ମନୁଷ୍ୟ ହେଉ ବା ଦେବ ଦୁଲ୍ଲଭରେ ସର୍ବଦା ପର୍ବତ ମିତ । ମନୁଷ୍ୟ ହେଉ ବା ଦେବ ଦୁଲ୍ଲଭରେ ସର୍ବଦା ପର୍ବତ ମିତ ।
ଦେଖୁଥିବି ନିତି ତୋତେରେ ଶ୍ରୀପତି ଥିବା ଯାଏ ମୋ ନିଶ୍ବାସ॥୨॥ ଦେଖୁଥିବି ନିତି ତୋତେରେ ଶ୍ରୀପତି ଥିବା ଯାଏ ମୋ ନିଶ୍ବାସ॥୨॥
ସେତେବେଳେ ଆମେ ସଭିଏଁ କହୁଛୁ ପ୍ରତିଭାବାନ ସେ ପିଲା, ସବୁ ଶିଶୁଠାରେ ପ୍ରତିଭା ଲୁଚିଛି ଖୋଜି ପାରିଲେ ହ ସେତେବେଳେ ଆମେ ସଭିଏଁ କହୁଛୁ ପ୍ରତିଭାବାନ ସେ ପିଲା, ସବୁ ଶିଶୁଠାରେ ପ୍ରତିଭା ଲୁଚିଛି ଖୋଜି ପ...
ସବୁଠୁଁ ଚତୁର ବୁଦ୍ଧିଆ ମଣିଷ ବୃକ୍ଷକୁ କରେ ଛେଦନ, ଅତି ସହଜରେ କରିପାରିବ ସେ ସବୁଠି ବୃକ୍ଷରୋପଣ | ସବୁଠୁଁ ଚତୁର ବୁଦ୍ଧିଆ ମଣିଷ ବୃକ୍ଷକୁ କରେ ଛେଦନ, ଅତି ସହଜରେ କରିପାରିବ ସେ ସବୁଠି ବୃକ୍ଷରୋପ...
ଚିର ସ୍ଥାୟୀ ନୁହେଁ ଧରା ଅଟେ ଭଡ଼ାଘର ଆମେ ତ ଏଠି ଅତିଥି ମାତ୍ର ଅଢ଼େଇ ଦିନର ।। ଚିର ସ୍ଥାୟୀ ନୁହେଁ ଧରା ଅଟେ ଭଡ଼ାଘର ଆମେ ତ ଏଠି ଅତିଥି ମାତ୍ର ଅଢ଼େଇ ଦିନର ।।
ସତେ କି ଭାଗ୍ୟ ହୋଇବ ଦର୍ଶନ ମିଳିବ ପବିତ୍ର କାର୍ତ୍ତିକରେ ସର୍ବ ପାତକ ହରିବ ।। ସତେ କି ଭାଗ୍ୟ ହୋଇବ ଦର୍ଶନ ମିଳିବ ପବିତ୍ର କାର୍ତ୍ତିକରେ ସର୍ବ ପାତକ ହରିବ ।।
ଧାତ୍ରୀ ଧାତ୍ରୀ