STORYMIRROR

Sunanda Mohanty

Comedy Romance Action

3  

Sunanda Mohanty

Comedy Romance Action

ଘରଣୀ

ଘରଣୀ

1 min
178

ହେ ମୋର ଘରଣୀ 

ତୁ ବଡ଼ ଖୋରଣୀ 

ହଜାଇ ଦେଲା ପରି ଚାରେଣି 

ମୁଁହ କରିଛୁ କିଆଁ ଜେମାମଣି 

ଆଲୋ ମୋ ବାୟାଣୀ 

ଛାଟି ତୋର ବେଣୀ 

କଥା କହୁ ମାରି ଠାଣି 

ମୁଁ ଚାକର ତୁ ରାଜରାଣୀ 

କହେ ଯେବେ ତୁମେ ସୁନା ଗଉଣି 

ବଟୁଆରୁ ପାନ ଦିଅନ୍ତି ଆଣି 

ଗେଲରେ କହନ୍ତି କରିଦେଲ ଋଣୀ 

ନିଜକୁ ଭାବନ୍ତି ଭାରି ସିଆଣୀ  ।


#SM Boss


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy