STORYMIRROR

Gunanidhi Samal

Comedy

3  

Gunanidhi Samal

Comedy

ଘରଣୀ

ଘରଣୀ

1 min
11.4K

ଭଉଣୀର ସାଙ୍ଗ ଭଉଣୀ ହୋଇଲେ

ଭାଇଙ୍କର ସାଙ୍ଗ ଭାଇ

ମାମୁଁଙ୍କର ସାଙ୍ଗ ମାମୁଁ ବୋଲାଇଲେ

ମାଇଁଙ୍କର ସାଙ୍ଗ ମାଇଁ,

କୁହ ତେବେ ଆହେ ଜ୍ଞାନୀ ଗୁଣୀ

ଘରଣୀଙ୍କ ସାଙ୍ଗ ଦୁନିଆଁ ଆଖିରେ

ନହେବ କିଆଁ ଘରଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy