STORYMIRROR

Snowwhite (B) ......

Inspirational

3  

Snowwhite (B) ......

Inspirational

ଏଇତ ଜୀବନ

ଏଇତ ଜୀବନ

1 min
371

ନଶ୍ୱର ଶରୀରେ ଏ ସ୍ପନ୍ଦନର ସ୍ବର, 

ଜୀବନ ସାଗରେ ଏଜେ ଭାବ ଆବେଗର।

ଆବେଗ ସ୍ରୋତର ଉନ୍ମାଦନାରେ,

ଅଭିନେତା ସାଜି ଅଭିନୟ କରେ।

ଅବିନଶ୍ୱର ତୋର ଅଭିନୟ ହୁଏ,

ଯଦି ତୋର କୃତି କାଳଜୟୀ ହୁଏ।

କାଳଜୟୀ କୃତି ଏକ ମହା ଅନୁଭୂତି,

ମରୀଚିକା ନୁହେଁ ସେଯେ ଆତ୍ମାର ଜ୍ୟୋତି ।

ପରମାତ୍ମା ସହ ହୁଏ ଯେବେ ଆତ୍ମାର ମିଳନ,

ମନୋରମ ସେହି ଦୃଶ୍ୟ ଅଦ୍ୱିତୀୟ , ଅନନ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational