ଦେଖିବ ଆସ
ଦେଖିବ ଆସ
ଦେଖିବ ଆସ
ମୁଁ ଲୁହ ପିଇ ପିଇ
କେମିତି ବଞ୍ଚିଛି
ତୁମେ ପର କରି
ଚାଲିଗଲା ପରେ ।
ଦେଖିବ ଆସ
ମୁଁ ତୁମ କଥା
କେତେ ଯେ ଭାବୁଛି
ତୁମେ ମୋତେ
ଭୁଲିଗଲା ପରେ ।
ଦେଖିବ ଆସ
ମୁଁ କେମିତି କାନ୍ଦୁଛି
ମୋ ସବୁ ହସ
ସରିଗଲା ପରେ ।
ଦେଖିବ ଆସ
ମୁଁ ଲୁହ ପିଇ ପିଇ
କେମିତି ବଞ୍ଚିଛି
ତୁମେ ପର କରି
ଚାଲିଗଲା ପରେ ।
ଦେଖିବ ଆସ
ମୁଁ ତୁମ କଥା
କେତେ ଯେ ଭାବୁଛି
ତୁମେ ମୋତେ
ଭୁଲିଗଲା ପରେ ।
ଦେଖିବ ଆସ
ମୁଁ କେମିତି କାନ୍ଦୁଛି
ମୋ ସବୁ ହସ
ସରିଗଲା ପରେ ।