ଓଢଣା ଟାଣି ଆଗରେ ଠିଆ ହୁଏ ସବୁ ରାତି ନୁହଁ ପ୍ରଥମ ରାତି ତଥାପି ଭରେ ସେ ଅଭୂଲା ତାତି ଓଢଣା ଟାଣି ଆଗରେ ଠିଆ ହୁଏ ସବୁ ରାତି ନୁହଁ ପ୍ରଥମ ରାତି ତଥାପି ଭରେ ସେ ଅଭୂଲା ତାତି
ଦେଖିବ ଆସ ମୁଁ ତୁମ କଥା କେତେ ଯେ ଭାବୁଛି ତୁମେ ମୋତେ ଭୁଲିଗଲା ପରେ । ଦେଖିବ ଆସ ମୁଁ ତୁମ କଥା କେତେ ଯେ ଭାବୁଛି ତୁମେ ମୋତେ ଭୁଲିଗଲା ପରେ ।
ଫୁଲର ସବାରୀ ମଉଳି ଗଲା ମୋ ବେଦୀମୁହଁ ହେଲା ପୋଡ଼ା। ଫୁଲର ସବାରୀ ମଉଳି ଗଲା ମୋ ବେଦୀମୁହଁ ହେଲା ପୋଡ଼ା।
💔ଆସିଥିଲୁ ତୁହି ଅଳ୍ପ ଦିନପାଇଁ 💔 💔ଆସିଥିଲୁ ତୁହି ଅଳ୍ପ ଦିନପାଇଁ 💔