Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Inspirational

3  

Sangeeta Barik

Inspirational

ଦାୟିତ୍ୱ

ଦାୟିତ୍ୱ

1 min
443


  

ଦାୟିତ୍ୱ ନୁହଁଇ ପ୍ରଧାନମନ୍ତ୍ରୀଙ୍କ

ନୁହେଁ ମୁଖ୍ୟମନ୍ତ୍ରୀ କାମ,

ପ୍ରତି ନାଗରିକ ସଚେତନ ହେବା

ଏଇତ କର୍ତ୍ତବ୍ୟ ଆମ ।

ଦାୟିତ୍ୱ ତୁଲାଏ ପ୍ରଶାସନ ଆମ

ଅବୁଝା କରଇ ବାହାନା,

ବାହାରକୁ ଯାଇ ସଂକ୍ରମିତ ହୁଏ

ନଥାଏ ରୋଗର କଳନା ।

ଦାୟିତ୍ୱ ଅଟଇ ପ୍ରତିଟି ରୋଗୀର

ଶହେଚାରି ଫୋନ୍ କରିବା,

ନହେଲେ ଅଯଥା ଆପଣା ଲୋକଙ୍କୁ

ଯନ୍ତ୍ରଣା ଗର୍ଭକୁ କ୍ଷେପିବା ।

ଦାୟିତ୍ୱ ସଭିଙ୍କ ପରିବାର ସାଥେ

ଆପଣା ଗୄହରେ ରହିବା,

ରାସ୍ତାରେ ଟହଲି ଅଯଥାରେ କିଆଁ

କରୋନା ରୋଗକୁ ଆଣିବା ।

ଦାୟିତ୍ୱ ଆମର କରୋନା ଯୋଦ୍ଧାଙ୍କ

ନିକଟେ କୄତଜ୍ଞ ରହିବା,

ଅନ୍ତର ତଳୁ ଦ୍ଵୀପଟିଏ ଜାଳି

ତାଙ୍କ ସୁସ୍ଥତା ମନାସିବା ।

  


Rate this content
Log in

Similar oriya poem from Inspirational