STORYMIRROR

Badal Maharana

Romance

3  

Badal Maharana

Romance

ବର୍ଷା,ପ୍ରିୟା ଓ ସ୍ମୃତି

ବର୍ଷା,ପ୍ରିୟା ଓ ସ୍ମୃତି

1 min
237


ସାରୁ ପତ୍ର ପରେ ବାରିପାତ ଶବ୍ଦ ରିମଝିମ୍ ରିମଝିମ୍ ଶୁଭୁଛି 

ସତେକି ମୋ ପ୍ରିୟା ପାଉଞ୍ଜି ପିନ୍ଧିକି ମୋ ଆଡ଼େ ଧାଇଁ ଆସୁଛି ।


ବର୍ଷା ସିକ୍ତ ବସୁଧାରୁ କସ୍ତୁରିର ବାସ ଜାଗ୍ରତ କରୁଛି ସ୍ମୃତିକୁ

ବର୍ଷା ବିନ୍ଦୁର ଅନିବାର୍ଯ୍ୟ ଧାରା ଚଞ୍ଚଳ କରେ ଏ ପ୍ରେମୀ କୁ।


ଏ ଶୀତଳ ଚଞ୍ଚଳ ପବନ ଦେହେ ରୋମାଞ୍ଚନ ସୃଷ୍ଟି କରେ

ଲାଗୁଛି ସତେକି ପ୍ରିୟା ତୁମେ ଆସି ସ୍ପର୍ଶ କର ତୁମ ଓଠରେ।


ମୋ ମାନସ ପଟ୍ଟରୁ ଅଲିଭା ,ପ୍ରିୟା ତୁମ ସୌନ୍ଦର୍ଯ୍ୟର ଛବି

ତୁମେ ମୋ ସ୍ମୃତିର ନାୟିକା, ମୁଁ ତୁମ ସ୍ମୃତି ଧାରୀ କବି ।



          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance