STORYMIRROR

Anushaya Das

Horror Romance Tragedy

3  

Anushaya Das

Horror Romance Tragedy

ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

1 min
373

ବର୍ଷା ଭିଜା ରାତିମନରେ ପୀରତି

ସ୍ମୃତି ଉଜାଗର କରୁଛି ହେ ସାଥୀ

ହୃଦୟ ସ୍ପନ୍ଦନ ବଢି ମୋ ଚାଲିଛି

ମନେ ଉନ୍ମାଦନା ଲହରୀ ଭାଙ୍ଗୁଛି

ସ୍ବପ୍ନ ସବୁ ଆଜି ଅଧୁରା ଲାଗୁଛି

ତୁମ ଅନୁପସ୍ଥିତି ବେଦନା ଢାଳୁଛି

ବାସ୍ତବେ ଅବା ସ୍ୱପ୍ନେ ତୁମକୁ ଲୋଡୁଛି

ମିଛି ମିଛିକା ସେ ରାଗ ଅଭିମାନ 

ହଜିଯାଇଛି ସମୟ ବୁକୁରେ

ଜ୍ୟୋସ୍ନା ବିଛୁରିତ ଜହ୍ନ ଆଲୋକରେ 

ମୁଁ ସାଉଁଟି ବସେ ସାଥୀ ତୁମକୁ

ନଦୀପଠା ଅଛି ପୁଣି ଅଛି ମଧୁ ରାତି

କିନ୍ତୁ ସ୍ବପ୍ନ ର ସାଗରେ ଲୁପ୍ତ ଆମ ପ୍ରୀତି

କର୍ତ୍ତବ୍ୟ ର ବୋଝ ନିକଟେ ସେ ପ୍ରିୟ...

ଦଳିତ ହୋଇଛି ନିଷ୍ପାପ ପ୍ରଣୟ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror