STORYMIRROR

TAPU MAHARNA

Inspirational

3  

TAPU MAHARNA

Inspirational

ବଳଙ୍ଗର କାହାଣୀ

ବଳଙ୍ଗର କାହାଣୀ

1 min
269

ପୂର୍ଣ୍ଣ ଭୂମି ଏ ବାଲେଶ୍ୱର ମାଟି 

   ତା' କୋଳରେ ପୁଣି ବଳଙ୍ଗ ଵହେ

           ଝରଝର ସରସର ।

ଝରଝର ସରସର କରି ଆଳାପ କରେ 

           ତା' ଗଳ୍ପ ଦୁଃଖର ।

ତା ଗଳ୍ପ ଶୁଣି ସତେ ଲାଗେ ଯେପରି 

          କାହାଣୀଟି ମୋ ନିଜର।

ନିଜର ନିଜର ଲାଗିବାରୁ 

         କାନ ଡେରି ଦେଲି ମୋହର।

କାନକୁହା ପରି କହିଦେଲା ସେ 

     କାହାଣୀ ତଟସ୍ଥ ବଳଙ୍ଗି ମହାବିଦ୍ୟାଳୟର

କହିଲା ସେ ଛାତ୍ରଙ୍କ ଦୁଃଖ ଦୁର୍ଦ୍ଦଶା 

            ତଥା କେତେକ ଛାତ୍ରଙ୍କ 

           ଶିକ୍ଷକଙ୍କକ ପ୍ରତି ଦୁର୍ବ୍ୟବହାର।

ଶୁଣି ଶୁଣି ରକ୍ତ ତାତିଲା ଓ 

     ଭାବିଲି ଅସ୍ତ୍ରରେ କରିବି ଟଙ୍କା ଅସ୍ତ୍ରପ୍ରଚାର।

ବଳଙ୍ଗ କହିଲା 

    ସେ ପରା    “ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ସାକ୍ଷାତ୍ ମହେଶ୍ୱର"।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational