STORYMIRROR

Soumya Ranjan Sangram singh

Abstract Drama Tragedy

3  

Soumya Ranjan Sangram singh

Abstract Drama Tragedy

ବାସ୍ ଏତିକି

ବାସ୍ ଏତିକି

1 min
130

ବୁଝିପାର ବୋଲି ଯେଉଁ ସୁନ୍ଦର ଅଭିନୟ କର

ସେଥିରେ ଟିକେ ହାଲୁକା ବିରାମ ଦିଅ ।

ନହେଲେ ଦୁନିଆ ଟା ଭଲ କହିବ ତୁମକୁ

କିନ୍ତୁ ତୁମକୁ ଦୁନିଆ ବୋଲି ଭାବୁଥିବା ମଣିଷ ଟା

"ଦୋଗଲା ବୋଲି ମାନିନେବ ।"

ତାପରେ ଯେବେ ବି ଯେତେ ବି ସ୍ନେହର ଡୋରିରେ

ସମ୍ପର୍କର କପଡା ସିଇଁବାକୁ ଚେଷ୍ଟା କଲେ

ସବୁ ନିରର୍ଥକ ସାବ୍ୟସ୍ତ ହେବାଟା ସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract