STORYMIRROR

BHARAT KUMAR NIAL

Classics

4  

BHARAT KUMAR NIAL

Classics

ବାପୁଜୀ

ବାପୁଜୀ

1 min
377


ଅହିଂସାର ଧର୍ମବଳେ

ଦେଶକୁ କଲ ସ୍ବାଧିନ

ସହିଗଲ କେତେ ଦୁଃଖ

ରଖି ଦେଶ ଯଶ ମାନ


ଭାଙ୍ଗି ବଡ଼ କୌଶଳେ

ଗୋରା ସହେବାର ଟାଣ 

ସଭିଙ୍କୁ ଗୋଟାଏ କରି

ଦେଖାଇଦେଲ ଆମ ପଣ 


ଅହିଂସାର ନୀତି ଦୀକ୍ଷା ଶିକ୍ଷା

ବିଶ୍ୱକୁ ଯେ ଦେଲ ପଢ଼ାଇ

ଭେଦ ଭାବ ଭୁଲି ସବୁ

ନେଲ ଦେଶକୁ ଆଗେଇ

ନେଲ ଦେଶକୁ ଆଗେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics