STORYMIRROR

BHARAT KUMAR NIAL

Classics

2  

BHARAT KUMAR NIAL

Classics

ତୁମେ ବି ବର୍ଷା

ତୁମେ ବି ବର୍ଷା

1 min
278

ତୁମେ ବି ବର୍ଷା 

ଓଦା କରିଦେଲ

ମନ ଚଉହଦୀ ମେଦୁରକୁ

ମୁଁ ବି ପାଗଳ

ଏକା ଭିଜୁଥିଲି

ସଖି କରି ଏଇ ଆଷାଢକୁ


ତୁମେ ବି ବର୍ଷା 

ଛି'ବାର ଥିଲି ତ!

ମେଘ ମଲ୍ହାର କୁ ଆଣିଥାନ୍ତ

ମୁଁ ବି ବିଭୋର 

ହୋଇ ମଜିଥାନ୍ତି

ତୁମେ ରିମ୍ ଝିମ ବର୍ଷି ଥାନ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics