STORYMIRROR

Saroj Nayak

Romance

3  

Saroj Nayak

Romance

ଅନନ୍ଯା ଅଭିମାନିନୀ

ଅନନ୍ଯା ଅଭିମାନିନୀ

1 min
190


ସ୍ମୃତି ସବୁ ମନେ ପଡେ 

ଜହ୍ନ ଆକଶେ ଉଇଁଲେ

ଯେତେବେଳେ ଭାଙ୍ଗି ଯାଏ ନିଦ

ଶୁଣା ଯାଏ ତୁମ୍ଭ ପାଦ ଶବ୍ଦ 

ରାତି ଆସେ ଚାଲି ଯାଏ

ସ୍ବପ୍ନ ଆସେ ଲୁଚି ଯାଏ 

କୁହ କେବେ ଆସିବ ମୋ ପ୍ରିୟ

ତୁମ୍ଭ ପାଇଁ କାନ୍ଦେ ଏ ହୃଦୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance