STORYMIRROR

Itishree Padhi

Romance Others

3  

Itishree Padhi

Romance Others

ଅବୁଝା ଏ ମନ

ଅବୁଝା ଏ ମନ

1 min
12.2K

ଅବୁଝା ମନରେ ତାକୁ ନିଜର କରିବାକୁ

ବହୁତ୍ ସ୍ବପ୍ନ ଦେଖୁଥିଲି

କିଏ ଚୋରେଇ ନେଲା ମୋର

ସେଇ ଅଧାଗଢା ସ୍ବପ୍ନକୁ?

ସତରେ,

ଭାଙ୍ଗି ଯାଇଥିବା ସ୍ବପ୍ନ

ଆଖି ଖୋଜୁଥିବା ଚେହେରା

ଆଉ ମନ ଖୋଜୁଥିବା ମଣିଷ 

ସବୁବେଳେ ଅବୁଝା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance