Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sonalika Dash

Inspirational Others

4.0  

sonalika Dash

Inspirational Others

ଅଭିମାନର ପତ୍ର

ଅଭିମାନର ପତ୍ର

1 min
146


କେତେ ଯେ କରିବ ଅଭିମାନ 

            ହୋଇ ଗଲାଣି ସବୁ ଶୁନଶାନ୍

କେତେ ଆଉ ରଖିବ ଟାଣ 

            ଏବେ ଛାଡ଼ ତୁମ ରି ପଣ ।


ତୁମ ସହ କଥା ନ ହୋଇ

            ପାରୁନି ରହି 

କେତେ ଆଉ ରଖିବ ରାଗ

            ଅପେକ୍ଷା କରିଛି ତୁମ ସରଗ ।


ତୁମ ସହ କଥା ନ ହୋଇ

            କେତେ ଦିନ ରହିବି ମୁହିଁ 

ଭାବେ ମୁଁ ତୁମକୁ ନିିଜର 

            କରୁଛ କାହିଁ ମୋତେ ପର ।


ଦୁରେଇ ଦେବି ମୁଁ ମୋ ପରିବାର

            କଥା ହୁଅ ଗୋଟିଏ ଥର 

ରାତି ଖୋଜୁଛି ତୁମକୁ

            ଦିନ ଖୋଜୁଛି ତୁମକୁ ।


ତୁମ ସହ କଥା ନ ହୋଇ 

            ତିଳେ ଭଲ ଲାଗୁ ନାହିଁ

କେତେ ଦିନ ଲୁଚିବ ବନ୍ଧୁ ମୋହର

            ସ୍ଥାଣୁ ପଡ଼ି ଗଲାଣି ଏ ସାରା ସହର ।

    



Rate this content
Log in

Similar oriya poem from Inspirational