Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SK EDITOR

Romance Tragedy

3  

SK EDITOR

Romance Tragedy

ଆଜି କାଲିର ପ୍ରେମ

ଆଜି କାଲିର ପ୍ରେମ

1 min
3.8K


ନିଶ୍ଵାସ ମୋର ସରିନି ତ ପ୍ରେମରେ

ବିଶ୍ଵାସ ମୋର ଭାଗିଂଯାଇନି ତ ଧକାରେ (1)

ଏକା ଥିଲି ଭାରି ଭଲ ଥିଲି

ତୋ ପ୍ରେମରେ ମୁଁ ଆଜି ହଜିଗଲି

କଥା ଦେଇଥିଲ ଭୁଲି ବନି ବୋଲି

ମୋ ପ୍ରେମରେ ମୁଁ ଆଜି ହାରିଗଲି

ସତରେ ସତରେ ସତରେ

ନିଶ୍ଵାସ ମୋର ସରିନି ତ ପ୍ରେମରେ

ବିଶ୍ଵାସ ମୋର ଭାଗିଂଯାଇନି ତ ଧକାରେ (2)

ଏତେ ନିଷ୍ଠୁର ତୁ ଝିଅ ଥିଲୁ

କାହିଁ ମୋତେ ଭଲପାଉ ଥିଲୁ

ପ୍ରେମ କରି ମୋତେ ଦୁଃଖ ଦେଲୁ

ଅଧା ବାଟେ ଛାଡି କାହିଁ ଚାଲିଗଲୁ

ସତରେ ସତରେ ସତରେ

ନିଶ୍ୱାସ ମୋର ସରିନି ତ ପ୍ରେମରେ

ବିଶ୍ୱାସ ମୋର ଭାଗିଂଯାଇନି ତ ଧକାରେ (2)

ସୃତିକୁ ମୋର ତୁ ଯେବେ ଖୋଜିବୁ

କଷ୍ ଲାଗିଲେ ପ୍ରେମ ବୁଝିପାରିବୁ

ଟଙ୍କାର ଲୋଭ ତୁ ଯେବେ ଛାଡିବୁ

ପ୍ରେମର ମୂଲ୍ୟକୁ ଆପେ ବୁଝିପାରିବୁ

ସତରେ ସତରେ ସତରେ

ନିଶ୍ୱାସ ମୋର ସରିନି ତ ପ୍ରେମରେ

ବିଶ୍ୱାସ ମୋର ଭାଗିଂଯାଇନି ତ ଧକାରେ (3)


Rate this content
Log in

Similar oriya poem from Romance