Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspakesini Dash

Inspirational

3.3  

Puspakesini Dash

Inspirational

ବିଶ୍ୱାସ ଅବିଶ୍ୱାସ ର କଥା

ବିଶ୍ୱାସ ଅବିଶ୍ୱାସ ର କଥା

2 mins
137



ହଁ , କଥା ଟି ତ ସତ୍ୟ, ବିସ୍ୱ।ସ ଅବିସ୍ୱ।ସ ରେ ତ ସଂସାର ଟି ଚାଲିଛି।  ସତ୍ରୁ କୁ ସତ କହିବ, ଯାହାର ମନ ଜେଡେ ତାହାର ପ୍ରଭୁ ସେଡେ, ମନ ପବିତ୍ର ଥିଲେ ଗଡିଆ ଗଙ୍ଗା , ଏମିତି କେତେ କଥା ଛୋଟ ବେଳୁ ଶୁଣି ଆସିଛେ। ଏ ଟଗର ଓ ଅପରାଜିତା ଫୁଲ ର ମଞ୍ଜି  ଗାଁରୁ କେତେ ବର୍ଷ ତଳେ ଆଣି ଥିଲି ମନେ ନାହିଁ, ପ୍ରତି ବର୍ଷ ଫୁଟେ ପୁଣି ମରିଯାଏ।


  ଥରେ ଗଛରେ ପାଣି ଦେଉ ଦେଉ , କଢ଼କୁ ଦେଖି ଝିଅ ପଚାରିଲା ଏ ଫୁଲ କେଉଁ ଠାକୁରଙ୍କୁ ଦେବୁ। ମୁଁ ତ ମହାଦେବ ସିରିଏଲ ରେ ଦେଖିଲି ପ୍ରଥମେ ଗଣେଶ ଙ୍କୁ ଦିଆହୁଏ ବୋଲି ? ଖୁସି ହୋଇ ଉତ୍ତର ଦେଲି ସବୁ ଠାକୁରଙ୍କ ର ଫେବୋରେଟ ଫୁଲ ଅଛି। ଯେମିତିକି ତୁଳସୀ , ଦୟଣା ଜଗନ୍ନାଥଙ୍କ ର ପସନ୍ଦ।


 ଏ ଟଗର ଫୁଲ ଆମେ କାଳିଆ ଠାକୁରଙ୍କୁ ବି ଦେଇପାରିବା,ଓ ଅପରାଜିତା ଶିବଙ୍କୁ , ଶନିଦେବଙ୍କୁ ଦେଇପାରିବା। ଆଇ ପ୍ରେ କର ବହୁତ ଫୁଟୁ , ଆମେ ଯେମିତିି ସବୁ ଠାକୁରଙ୍କୁ ଦେଇପାରିବା  । ସତ କୁ ସତ କିଛି ଦିନ ତଳେ 2 ଟା ଟଗର ଗୋଟିଏ ଦିନରେ ଫୁଟି ଥିଲା,  ଗଣେଶ ଓ କାଳିଆ ପାଇଁ , ଆଉ ଆଜି ସୋମବାର ରେ ଗୋଟିଏ ଅପରାଜିତା ଫୁଟଛି, ବହୁତ କଢ଼ ଥିବା ସତ୍ୟୈ, । । ଆଜି କାଲିର ଦୁନିଆ ପାଇଁ ଏ ହୁଏତ ଅଦ୍ଧବିସ୍ୱ।ସ ହେଇପାରେ, କିନ୍ତୁ  ଜଣେ ଈଶ୍ବର ବିସ୍ୱ।ସି ଓ ସମରପଣ ମନୋଭାବ ରଖୁଥିବା ମଣିଷ ଟେ ପାଇଁ ସହ୍ରସ ଭୁଜାର ବଳ ଭଳିଆ ଶକ୍ତି ମିଳେ ତାକୁ। ଜଦି ତାର ଭାବୁଥିବା କଥାଟି ସତ ହେଇଯାଏ। । ଆମର ଦୈନନ୍ଦିନ ଜୀବନରେ ଇଦ୍ରିଂୟ ମାନେ  କେତେ ସଂକେତ ଦେଇଥାନ୍ତି , ସବୁବେଳେ ନା ଆମେ ଚରମ ଚକ୍ଷୁରେ ଦେଖି ପାରୁ ନା ଶୁଣି ପାରୁ , ନା ବୁଝି ପାରୁ , ନା ବୁଝି ବାକୁ ଚେଷ୍ଟା କରୁ। ବେଳେ ବେଳେ ପ୍ରକୃତିକୁ ଭଲପାଉଥିବା ମଣିଷ ଟେ , ପଶୁପକ୍ଷୀ ମାନଙ୍କୁ ଦେଖି ଲେ ବି ଘ୍ରୃଣା କରେ, ମଦିଂର ର ଘଣ୍ଟି ଶବ୍ଦରେ ବି ଚିଡ଼ଚିଡ଼ ହେଇଯାଏ କାହିଁକି ?  ପ୍ରକୃତି ଓ ପଚଂଭୁତ ରୁ ଅଲଗା ଏ ଶରୀର ନୁହେଁ !


Rate this content
Log in

More oriya story from Puspakesini Dash

Similar oriya story from Inspirational