STORYMIRROR

Puspakesini Dash

Inspirational

3  

Puspakesini Dash

Inspirational

ବାପା

ବାପା

1 min
224

ଯିଏ ପୁରୁଣା ଚପଲ ପିନ୍ଧି ଆମକୁ ଜୋତାଟିଏ କିଣି ଦିଅନ୍ତି,  


ଯିଏ ଗୋଟିଏ ସାର୍ଟକୁ ବର୍ଷ ବର୍ଷ ପିନ୍ଧି ଆମକୁ ଡ୍ରେସର ମହତ୍ତ୍ଵ ବୁଝେଇ ଦିଅନ୍ତି, 


ଅଭାବରେ ଥାଇବି ଆମକୁ ଯିଏ ଅଭାବ କଣ ନଜାଣିବା ର ବାଟ ବତାଇଦିଅନ୍ତି,


 ଭଲପାଇବା ,ସ୍ନେହ ମମତାକୁ ଚାପି ରଖି ବାହାରକୁ ଶକ୍ତ ହେବାର ଅଭିନୟ ଯିଏ କରନ୍ତି,


 ଜୀବନଯାତ୍ରା ରେ ଝୁଣ୍ଟି ପଡୁ଼ଥିବା ସମୟରେ ଶକ୍ତ ହେଉ ପଛେ ରାସ୍ତା ଦେଖେଇ ଦିଅନ୍ତି,


ପ୍ରତ୍ୟେକଟି ମୁହୂର୍ତ୍ତ ତାର ମୁଲ୍ୟ ବୁଝାଇ ବାକୁ ପଛାଇ ନଥିବା ଲୋକଟି ,

 

  

ସତରେ, ବାପା ଶବ୍ବଟି ସବୁବେଳେ ସମସ୍ତଙ୍କ ଠାରୁ ନିଆରା.. 

ଯାହାଙ୍କ ରାଗରେ ଭରି ରହିଥାଏ ସ୍ନେହ ଶ୍ରଦ୍ଧା ଆଉ ଆକଟରେ ଅଜସ୍ର ଭଲ ପାଇବା ।


ଭଗବାନ ସମସ୍ତକଂ ଉପରେ ଭଗବାନ ରୁପି ବାପାମାକଂ ଆଶିର୍ବାଦ ରଖିଥାନ୍ତୁ। ସୁସ୍ଥ ଶରୀର ଓ ନିରୋଗ ରଖନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational