Puspakesini Dash

Abstract

3.5  

Puspakesini Dash

Abstract

ବିଜୟ ଉତ୍ସବ ଅଧିକାର ର-ମାଣବସା

ବିଜୟ ଉତ୍ସବ ଅଧିକାର ର-ମାଣବସା

1 min
139



 

ବିଜୟ ଉତ୍ସବ ଅଧିକାର ର ---ମାଣବସା ଗୁରୁବାର


ସେ ମଣିଷ ହେଉ ବା ଭଗବାନ । 

ନାରୀ ଯୁଗେ ଯୁଗେ ନିଜର ସ୍ୱ।ଭିମାନ ପାଇଁ ଲଢ଼ି ଆସିଛି। ଗହଳି ଭିତରେ ରହି ଓଷା ବାର ପାଳନ ର ମଜା କିଛି ଅଲଗା। କିନ୍ତୁ ଘରଠୁ ଦୁରରେ ରହି ନିଜେ କିଛି କରିବାର ବେଳେ ଯୋଉ ଅନୁଭୂତି ତାର ବି ମଜା ଅଲଗା। ନିରୋଳା ସମୟ ଭିତରେ ମାଣବସା ଗୁରୁବାର ବ୍ରତ ବହି ପଢ଼ିବା ଓ ଶୁଣିବା ସମୟରେ ମନକୁ କିଛି କଥା ଆସିଲା । ଘରଘରର କାହାଣୀ ଉପରେ ଆଧାରିତ ତ ଏହି ବହି ଟି। ଜଗନ୍ନାଥ ସଂସ୍କୃତି ର ପ୍ରତ୍ୟେକ ଟି କଥା ଏ କଳିଯୁଗରେ ଘର ଘରର କାହାଣୀ ଓ ଅଗେଂ ନିଭା କଥା। ସ୍ୱୟଂ ଭଗବାନ ବି ତ୍ରାହି ପାଇ ନାହାନ୍ତି।  ନାରୀ ଯୁଗେ ଯୁଗେ ପୂଜନିଆ ବଦଂନିଆ। ସେ ପୁରାଣ ହେଉ ବା ଅନୁଭବ ,ନାରୀ ନିଜର 

ସ୍ୱ।ଭିମାନ  ଓ ଆତ୍ମସମ୍ନାନ ପାଇଁ ସ୍ୱର ଉଠେଇଛି ଓ ଆଗକୁ ବି କରିବ । ନାରୀ ଓ ପୁରୁଷ ଉଭୟ ସମ୍ନାନର ହକଦାର। । ଯୋଉଠି ଆଉ ଯେତେବେଳେ ନାରୀର ଅପମାନ ହେଇଛି ସେଠି ବରର୍ବାଦି ହେବାଟା ଥୟ, ସେ ମଣିଷ ହେଉ ଅବା ଭଗବାନ ହୁଅନ୍ତୁ ,କି ଅହଂକାର ।


Rate this content
Log in

Similar oriya story from Abstract