STORYMIRROR

Sudesna Swain

Abstract

3  

Sudesna Swain

Abstract

ଜୀବନର ଚଲାବାଟେ

ଜୀବନର ଚଲାବାଟେ

1 min
218

ଜୀବନର ଚଲାବାଟ 

ଅଟେ ଏକ ଅଙ୍କା ବଙ୍କା ନଈ

କେତେବେଳେ ଆସେ ଖୁସିତ

କେତେବେଳେ ଆସେ ଦୁଃଖ

ଜୀବନଟା ନୁହଁଇ ମୋର

କୋମଳ ପୁଷ୍ପ ର ପାଖୁଡା

ଖୁସିରେ ଥିଲେ ମୁଁ ହସୁଥାଏ

ଦୁଃଖରେ ଥିଲେ ମୁଁ କଇଁ କଇଁ

ଛୋଟ ମୋର ଟିରେ

କେତେ କଥା ଭାବିନିଏ

ଯଦି ମୋତେ ମିଳିଯାଏ

ମନେ ମନେ ହସି ଥାଏ

ନମିଳିଲେ ମୋ ମନ

ଦୁଃଖରେ ଭାଙ୍ଗିଯାଏ

ଚଗଲା ମନଟି

ମୋର ଭାବନାରେ ଉଡ଼ିବୁଲେ

କେତେବେଳେ ବସାରେ ରୁହେତ

କେତେବେଳେ ବିଷାଦ ପୂର୍ଣ୍ଣ

ଭାବନାକୁ ଚାଲି ଯାଏ

ଜୀବନର ଚଲାବାଟ

ଅଟେ ଏକ ଅଙ୍କା


Rate this content
Log in

Similar oriya story from Abstract