ସାବିତ୍ରୀ ଗୋ ତୁମେ ଅନୁପମା
ସାବିତ୍ରୀ ଗୋ ତୁମେ ଅନୁପମା
ସାବିତ୍ରୀ ଗୋ ତୁମେ ଅନୁପମା
ଏକ ଚେତନା ତୁମେ ଗୋ ନାହିଁ ସୀମା
ଯୁଗ ବିତିଯିବ ମହାକାଳ ବକ୍ଷେ
ତ୍ୟାଗ ନିରାପତ୍ତା ଭାବଟିଏ ତୁମେ
ଅନୁରାଗିଣୀ ଗୋ ତୁମେ ଧନ୍ୟା ||
ତୁମେ ଦୁଇକୁଳକୁ ଯେ ଉଦ୍ଧରିଲ
ବିନମ୍ର ଭାବରେ ଜ୍ଞାନ ଦେଲ,
ଯମଙ୍କର ବୁଦ୍ଧି ବଣା କଲ ତୁମେ
ସତ୍ୟବାନ ପ୍ରାଣ ନେବାକୁ ଦେଲନି
ଯୁଗ ଯୁଗ ଯଶ ରଖିଗଲ ||