କବି
କବି
କବିର ହୃଦୟ କୋମଳ ଗୋଲାପ
ନଥାଏ କାହା ଲାଗି ଛନ୍ଦ କପଟ
ସବୁବେଳେ ଅନ୍ୟ ଓଠରେ ହସ
ଭରି ଦେବା ମନରେ ଛୋଟିଆ ପ୍ରୟାସ
ପ୍ରକୃତିକୁ ଭଲପାଇବା ଲେଖି ଯାଏ କବିତା
ବାସ୍ ଯେମିତି ହୃଦୟର ପରିଭାଷା
ସେମିତି ନଦୀ ନାଳ ଝରଣା ପାହାଡ଼ ପରା
ହୃଦୟ ଚାହେଁ ସବୁବେଳେ ରହିବାକୁ ଏମାନଙ୍କ ସହ
ଲେଖୁ ଲେଖୁ କବିତା ଭୁଲି ଯାଏ ଖାଇବା ପିଇବା