ସମ୍ପର୍କ
ସମ୍ପର୍କ
ଜୀବନ ଜୁଆରେ ଭଟ୍ଟା ଓ ଜୁଆରେ
ପଶିଲୁ ପସାରି ପଶାର ପାଶ
ବିଜଡିତ ଜୟେ ବିଭାଜନ ଭୟେ
ରଚିଲୁ ରାତିକେ ରମଣ ରାସ ।
ହାରେ ଯେ ହରଷେ ବିମୋହନ ବଶେ
ନିରତେ ନିବେଦି ନିୟତି ନୀତି
ସମ୍ପର୍କରେ ସେହି ସଂଯମନ ସହି
ଜୀବନ ଜୀଇଁଛି ଜଗତ ଜିତି ।
ଜୀବନ ଜୁଆରେ ଭଟ୍ଟା ଓ ଜୁଆରେ
ପଶିଲୁ ପସାରି ପଶାର ପାଶ
ବିଜଡିତ ଜୟେ ବିଭାଜନ ଭୟେ
ରଚିଲୁ ରାତିକେ ରମଣ ରାସ ।
ହାରେ ଯେ ହରଷେ ବିମୋହନ ବଶେ
ନିରତେ ନିବେଦି ନିୟତି ନୀତି
ସମ୍ପର୍କରେ ସେହି ସଂଯମନ ସହି
ଜୀବନ ଜୀଇଁଛି ଜଗତ ଜିତି ।