ମା' ପରି କିଏ ହବ
ମା' ପରି କିଏ ହବ
ମା’ ପରି କିଏ ହବ
ମନରେ ଯେତେ ଦୁଃଖ
କିଏ ଆଉ ବୁଝିବ
ନିଜେ ନଖାଇ
ସଭିଙ୍କ ପାଇଁ
ସାଇତି ଥିବ
ଜ୍ଵର ହେଲେ ଆମକୁ
ରାତି ରାତି ଉଜାଗର
ହୋଇ ସେବା କରୁଥାଇ
ତାହା ଦେହ ଖରାପ ହେଲେ
ସବୁ ନିଜେ ଶହି ଯାଏ
ମା’ ହିଁ ଆମର
ମମତାମୟୀ ମା’.......
ମା’ ପରି କିଏ ହବ
ମନରେ ଯେତେ ଦୁଃଖ
କିଏ ଆଉ ବୁଝିବ
ନିଜେ ନଖାଇ
ସଭିଙ୍କ ପାଇଁ
ସାଇତି ଥିବ
ଜ୍ଵର ହେଲେ ଆମକୁ
ରାତି ରାତି ଉଜାଗର
ହୋଇ ସେବା କରୁଥାଇ
ତାହା ଦେହ ଖରାପ ହେଲେ
ସବୁ ନିଜେ ଶହି ଯାଏ
ମା’ ହିଁ ଆମର
ମମତାମୟୀ ମା’.......